Browsing Tag

Indian Army’s operation Sindoor

ଭାରତୀୟ ସେନାର ଅପରେସନ୍‌ ସିନ୍ଦୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପହଲଗାମରେ ସିନ୍ଦୁର ପୋଛିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏବେ ବଦଲା ନେଲା ଭାରତୀୟ ସେନାର ଅପରେସନ୍‌ ସିନ୍ଦୁର । ଏପ୍ରିଲ ୨୨ ବୈସାରନ ଭ୍ୟାଲିଠାରେ ଆତଙ୍କବାଦୀ ଘଟାଇଥିଲେ ବର୍ବର କାଣ୍ଡ । ଏବେ ଏହାର ୧୫ ଦିନ ପରେ ବଡ଼ ହମଲା କରିଛନ୍ତି ସ୍ଥଳ, ବାୟୁ ଓ ନୌସେନାର…