Browsing Tag

Indian Air Force training plane crashes

ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ସୁରକ୍ଷିତ

ଗୁରୁବାର କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାକାଲି ଗ୍ରାମ ନିକଟରେ ଭାରତୀୟ ବାୟୁସେନାର ଏକ ସୂର୍ଯ୍ୟ କିରଣ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ମହିଳା ପାଇଲଟଙ୍କ ସମେତ ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି । ଆଇଏଏଫ୍ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜାଣିବା…