Browsing Tag

India vs Pakistan match

ଆରମ୍ଭ ହେଲା ପ୍ରତିକ୍ଷୀତ ଭାରତ-ପାକିସ୍ତାନ; ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଏବେ କ୍ରିକେଟ୍‌ ଯୁଦ୍ଧ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ଯାହାକୁ ଚାହିଁ ବସିଛନ୍ତି ସମସ୍ତେ । ଆଜିର ମ୍ୟାଚ୍‌ ଭାରତ ସପକ୍ଷରେ ଅବା ପାକିସ୍ତାନ ସପକ୍ଷରେ ଯିବ, ଏହାକୁ ଅପେକ୍ଷା କରିଛନ୍ତି ଉଭୟ ଦେଶର କୋଟି କୋଟି କ୍ରିକେଟ୍‌ ପ୍ରେମୀ । ଭାରତୀୟ ସମୟ ଦିନ…

ପ୍ରତିଶୋଧ ନେଲା ଭାରତ; ପାକିସ୍ତାନକୁ ପଛରେ ପକାଇ ଜିତିଲା ମ୍ୟାଚ

ଆଜି ବହୁ ପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ ଟି-୨୦ ମ୍ୟାଚରେ ବିଜୟ ହାସଲ କଲା ଭାରତ l ପାକିସ୍ତାନକୁ ପରାଜୟ କରି ବିଶ୍ୱକପର ପ୍ରତିଶୋଧ ନେଇଛି ଭାରତ l ତେବେ ଭାରତ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା l ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୪୭ ରନ…