Browsing Tag

India now curbs the export of wheat flour and related products

ଗହମ ପରେ ଅଟା ରପ୍ତାନୀ ଉପରେ କଟକଣା ଲାଗୁ କଲା କେନ୍ଦ୍ର

ଗହମ ପରେ ଏବେ ଅଟା ଓ ଅନ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ଅଟା,ମଇଦା ଓ ସୁଜି ପରି ଖାଦ୍ୟ ସାମଗ୍ରୀ ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି ।…