୪୧ ବର୍ଷ ପରେ ଅଲମ୍ପିକରେ ପୁରୁଷ ହକି ଟିମ ପଦକ ଜିତି ଭାରତ ପାଇଁ ଆଣିଲା ଗୌରବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଲମ୍ପିକରେ ୪୧ ବର୍ଷ ପରେ ଭାରତ ପୁରୁଷ ହକି ଟିମ୍ ପାଇଲା ପଦକ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ଦଳ । ସିମରନଜିତ୍ ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି । ସେହିଭଳି ହରମନପ୍ରୀତ, ହାର୍ଦ୍ଦି, ରୁପିନ୍ଦର ଗୋଟିଏ ଲେଖାଏଁ ଗୋଲ୍…