ଚୀନ୍ ଛାଡୁଥିବା ବିଦେଶୀ କମ୍ପାନୀଙ୍କୁ ହାତେଇବା ଲକ୍ଷ୍ୟରେ ଭାରତ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ପରେ କଞ୍ଚାମାଲ ଯୋଗାଣରେ ଚୀନ୍ରେ ବାଧା ଉପୁଜିଛି । ଉତ୍ପାଦନର ଶ୍ରୋତକୁ ବିଚାରକୁ ନେଇ ନିବେଶକଙ୍କ ଆତ୍ମବିଶ୍ୱାସରୁ ବଞ୍ଚିତ ହୋଇଛି ଚୀନ୍ । ଏଣୁ ଚୀନ୍ରୁ ନିଜର ପ୍ରତିଷ୍ଠିତ ଶିଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ…