Browsing Tag

india-beat-spain-3-0-in-mens-hockey-pool-

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଆଉ ଏକ ବିଜୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଆଉ ଏକ ବିଜୟ । ସ୍ପେନକୁ ୩-୦ରେ ହରାଇଛି ଭାରତ । ଋପିନ୍ଦର ପାଲ ସିଂହ ଦୁଇଟି ଓ ସିମରନଜିତ୍ ସିଂହ ଗୋଟିଏ ଗୋଲ ଦେଇଥିଲେ । ସ୍ପେନକୁ ତିନିଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ହେଲେ ଗୋଲ କରିପାରିନଥିଲେ । ଭାରତ ପକ୍ଷରୁ…