Browsing Tag

india and china

ଭାରତର ଚକ୍ରବ୍ୟୁହରେ ଫସିଲା ଡ୍ରାଗନ୍‌ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗତ କିଛି ଦିନ ହେବ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ତେବେ ଭାରତ ତା’ର ସାମରିକ ବିକଳ୍ପକୁ ରାସ୍ତା ଉନ୍ମୁକ୍ତ କରିବା ସହିତ କୂଟନୈତିକ ଖେଳ ମଧ୍ୟ ଜାରି…