କର୍ପୋରେଟର ଅମରେଶ ଜେନାଙ୍କ ପରିଚାଳନାରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ୪୫ରେ ସ୍ବାଧୀନତା ଦିବସ ପାଳିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୭୬ ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ୪୫ ପକ୍ଷରୁ କର୍ପୋରେଟର ଶ୍ରୀ ଅମରେଶ ଜେନାଙ୍କ ପରିଚାଳନାରେ ପତକା ଉତ୍ତୋଳନ କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଚିନ୍ତାମଣିଶ୍ୱର୍…