ଓଡ଼ିଶା ବଜାରକୁ ପ୍ରବେଶ କଲା ଇନଡେଲ୍ ମନି, ଖୋଲିଲା ୧୦ଟି ଶାଖା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇନଡେଲ୍ କର୍ପୋରେସନର ଛାମୁଆ କମ୍ପାନୀ ଇନଡେଲ୍ ମନି ଲିମିଟେଡ ନିଜର ସ୍ୱର୍ଣ୍ଣ ଋଣ ଉତ୍ପାଦ ଗୁଛକୁ ନେଇ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ରାଜ୍ୟବ୍ୟାପୀ ୧୦ଟି ଶାଖା ଖୋଲିଛି । ଖୋର୍ଦ୍ଧା (ଲୁଇସ ରୋଡ ଏବଂ ଭୁବନେଶ୍ୱର-ଖୋର୍ଦ୍ଧା), ପୁରୀ (ପିପିଲି ଓ…