ଗୁରୁବାର ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ମହତ୍ୱ, ବଢିଥାଏ ଘରର ସୁଖ ସମୃଦ୍ଧି
ଗୁରୁବାର ଭଗବାନ ବିଷ୍ଣୁ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଶେଷ ପୂଜା ଉପାସନ କରାଯାଇଥାଏ । ଏହାସହିତ ଗୁରୁବାର ବ୍ରତ ମଧ୍ୟ ରଖାଯାଏ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ ପୂଜା-କରିବା ଦ୍ୱାରା ଜାତକରେ ଗୁରୁ ମଜବୁତ…