ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଟିମ୍, ଓଡ଼ିଆ ପାଇଲଟଙ୍କ ସମେତ ସମସ୍ତ ଯାତ୍ରୀ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍-୩୨ନିକଟରେ ବାୟୁସେନାର ଏକ ଉଦ୍ଧାରକାରୀ ଟିମ୍ ଗୁରୁବାର ସକାଳେ ପହଞ୍ଚିଛି । ତେବେ ସେଠାରେ କୌଣସି ଜୀବିତ ବ୍ୟକ୍ତିଙ୍କର ସନ୍ଧାନ ମିଳି ନଥିବାରୁ ଏଏନ୍-୩୨ ରେ ଥିବା ସମସ୍ତ ଯାତ୍ରୀଙ୍କ ସମେତ ଓଡ଼ିଆ ପାଇଲଟ୍ ସୁନୀତ୍…