Browsing Tag

include this fruit in your diet

ମୋଟାପଣ ଦୂର କରିବା ପାଇଁ ହେଲେ ଏହି ଫଳକୁ ନିହାତି ଖାଦ୍ୟରେ ସାମିଲ କରନ୍ତୁ, ଖୁବଶୀଘ୍ର କମିବ ଆପଣଙ୍କ ଓଜନ

ଏପରି ଅନେକ ଫଳ ଅଛି, ଯାହାକୁ ଖାଇବା ଦ୍ୱାରା ମୋଟାପଣ ଦୂରେଇ ଯାଇଥାଏ। ଅର୍ଥାତ ଫ୍ୟାଟ୍‌ ଫ୍ରି ଫ୍ରୁଟ୍‌ସ। କୋଲେଷ୍ଟ୍ରଲ୍‌ ବି କମ୍‌ ରହିଥାଏ। ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ଦୈନିକ କିଛି କିଛି ଫଳ ଖାଇବା ଦ୍ୱାରା ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍‌ ଆଶଙ୍କା କମ୍‌ ହୋଇଥାଏ। ମାତ୍ର ଏହି…