ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ସମ୍ବଲପୁରରେ ଆନ୍ଦୋଳନ କରୁଥିବା ଚାଷୀ ଆନ୍ଦୋଳନରୁ ଓହରିଛନ୍ତି । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।
ସୂଚନା ଅନୁଯାୟୀ, ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ଚାଷୀ ସଙ୍ଗଠନ…