ଏହି ଉପାୟରେ ମହିଳାମାନଙ୍କର ଚିଡ଼ିଚିଡା ଭାବକୁ ଓ ଡିପ୍ରେସନକୁ ଦୂର ହେବ
ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ମହିଳା ମାନଙ୍କ ର ହର୍ମୋନ ଅସନ୍ତୁଳନ ହୋଇ ଶରୀର ରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳିଥାଏ l ସେହିସବୁ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଚିଡ଼ିଚିଡା ଭାବ ଓ ଅନ୍ୟ ଗୋଟିଏ ହେଉଛି ଡିପ୍ରେସନ l ଯାହାକି ମହିଳା ମାନଙ୍କୁ ଗୋଟିଏ ଏଭଳି ସ୍ଥିତି କୁ ନେଇ…