Browsing Tag

In Mo Bus CM traveled without security

ମୋ ବସ ରେ ଟିକେଟ କାଟି ବିନା ସୁରକ୍ଷାରେ ବୁଲିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ‘ମୋ ବସ’ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷାକର୍ମୀ ବିନା ଏୟାରପୋର୍ଟ ନିକଟରୁ ବିଧାନସଭା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀ ବସ ରେ ସାଧାରଣ ଯାତ୍ରୀଙ୍କ ପରି ଟିକେଟ ମଧ୍ୟ କାଟିଥିଲେ । ବସ ରେ…