ବିରି ମାଡ଼ ଦେଖି କୋଳଥ…. , ଗଡିବ ଆଉ ଚାରି ମୁଣ୍ଡ !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରି ମାଡ଼ ଦେଖି କୋଳଥ.... । ନବୀନ ପୁଣି ଖେଳିଛନ୍ତି ନିଜ ପୁରୁଣା ଚାଲ । ଜମା କ୍ଷମା ନକରି ନେଇଛନ୍ତି ଶକ୍ତ ଆକ୍ସନ । ଯେଉଁଥିପାଇଁ ୨୦୦୦ ମସିହା ରୁ ନବୀନ ପରିଚିତ ଓ ଚର୍ଚ୍ଚାରେ ରହିଆସିଛନ୍ତି । ଯେବେ ଯେବେ ନବୀନ ଏହିପରି ଆକ୍ସନ ନେଇଛନ୍ତି ସେ ଲୋକଙ୍କ ଭଲପାଇବା…