Browsing Tag

in Ganjam district

ଜୁଇରେ ନିଆଁ ଲାଗିବା ବେଳେ ଚେଇଁ ଉଠିଲା ଶବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଇରେ ନିଆଁ ଲାଗିବା ସମୟରେ ଉଠି ବସିଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘଟିଛି । ଜୁଇ ଉପରେ ଶବ ଉଠି ବସିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ମୃତକ ବଞ୍ଚିଥିବା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା…