ବଦଳିବ କି ଉପକୂଳ ରାଜନୈତିକ ଇତିହାସ ? ବୈଜୟନ୍ତ, ଦାମ ଓ ବିଜୟଙ୍କ ଯୋଡିକୁ ନେଇ ଚିନ୍ତାରେ ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉପକଳୂଳର ବିଜେଡି ହେଭିଓ୍ବେଟ ନେତା ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ପୂର୍ବତନ ଏମ୍ପି ବୈଜୟନ୍ତ ପଣ୍ଡା, ପାରାଦୀପ ବିଧାୟକ ଡା. ଦାମୋଦର ରାଉତ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିଜେପିରେ ଯୋଗଦାନ ପରେ ଉପକୂଳରେ ରାଜନୈତିକ ପଟ୍ଟପରିବର୍ତ୍ତନର ସମ୍ଭାବନା…