Browsing Tag

in Angul district

ଦେବଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା, ୪ ମୃତ, ୧୦ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଠାକୁର ଦର୍ଶନ କରିବା ପରେ ଭୋଜି କରି ଫେରୁଥିଲେ ଘରକୁ । ଜାଣି ନଥିଲେ ଏହା ସମାନକ ମଧ୍ୟରୁ କିଛି ଜଣଙ୍କ ଶେଷ ଭୋଜି ବୋଲି । ଏକ ଟାଟା ୱିଙ୍ଗରରେ ୧୪ ଜଣ ବଲାଙ୍ଗିର ହରିଶଙ୍କର, ନୃସିଂହନାଥ ସହିତ କୋରାପୁଟର ଗୁପ୍ତେଶ୍ୱର ଆଦି ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଓ…

ବନ ବିଭାଗକୁ ସୁନ୍ଦରୀ ଅଡୁଆ: ନନ୍ଦନକାନନ ସ୍ଥାନାନ୍ତର ପାଇଁ ମନାକଲା ସି.ଜେଡ୍‌.ଏ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀକୁ ନେଇ ଅଡୁଆରେ ପଡିଛି ବନ ବିଭାଗ । ଅନୁଗୋଳ ସାତକୋଶିଆରେ ବାଘ ଵଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିବା ବେଳେ ସୁନ୍ଦରୀକୁ ଜଙ୍ଗଲରେ ରଖିବାରେ ବିଫଳ ହୋଇଥିଲା ବନ ବିଭାଗ । ଫଳରେ ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର କରିବାକୁ…

କଦଳୀ ଗଛ ଖାଇବାକୁ ଦେବା ବେଳେ କଚାଡି ମାରିଲା ଯଶୋଦା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀ ବାଘ କୁ ଟ୍ରାଙ୍କୁଳାଇଜ କରିବା ପାଇଁ ଚନ୍ଦକା ରୁ ଅନୁଗୁଳ ଯାଇଥିବା କୁମକୀ ହାତୀ ଯଶୋଦା ଆକ୍ରମଣ ରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ର ସୂଚନା ମିଳିଛି । ସୂଚନା ଅନୁଯାୟୀ, ଯଶୋଦା ଅନୁଗୁଳ ରେଞ୍ଜ କାର୍ଯ୍ୟାଳୟ ଆଗରେ ବନ୍ଧା ହୋଇଥିଲା । ଏହି ସମୟରେ…

ଅନୁଗୁଳ ଜିଲ୍ଲାର କଂଗ୍ରେସର ୱାର୍କଇଂଗ ପ୍ରେସିଡେଣ୍ଟ କିପରି ଭାବରେ ଭାରତ ବନ୍ଦ ପାଳନ କରୁଛନ୍ତି, ଦେଖନ୍ତୁ ଭାଇରଲ…

https://youtu.be/Nu9JKar4ARo ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ କଂଗ୍ରେସ ତରଫରୁ ଗତ ୧୦ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ମଧ୍ୟ ସଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । କାରଣ ସାଧାରଣ ଲୋକଙ୍କ ସହ ୧୭ଟି ରାଜନୈତିକ ଦଳ…

ମୃତ ମହିଳାଙ୍କୁ ବଞ୍ଚାଇବାକୁ ଝଡାଫୁଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାପକାମୁଡ଼ିବା ପରେ ଗୁରୁତର ମହିଳାଙ୍କୁ ଡାକ୍ତରଖାନା ଆଣିବା ପରିବର୍ତ୍ତେ ପରିବାର ଲୋକେ ପ୍ରଥମେ ଝଡାଫୁଙ୍କାର ଆଶ୍ରୟ ନେଇଥିଲେ । ପରେ ଡାକ୍ତରଖାନା ନେବା ପରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ପୁଣି…

ହେଲ୍‌ମେଟ୍‌ ନ ଥିବାରୁ ଡାକ୍ତରଙ୍କୁ ପିଟିଲେ କନେଷ୍ଟବଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ହେଲମେଟ୍‌ ଚେକିଂ ନାଁରେ ସାଧାରଣ ଲୋକଙ୍କୁ ଟ୍ରାଫିକ୍‌ ପୋଲିସ ର ନିର୍ଯାତନାର ଶିକାର ହେବାକୁ ପଡ଼ୁଥିବା ନିତିଦିନିଆ ଘଟଣା । ତେବେ ରାଜଧାନୀ ଜାତିଭାଈଙ୍କଠାରୁ ଶିଖି ଅନୁଗୋଳ ଜିଲ୍ଲାରେ ଜଣେ ଟ୍ରାଫିକ୍‌ କନଷ୍ଟେବଲ ହେଲମେଟ୍‌ ନାଁରେ ଜଣେ ଡାକ୍ତରଙ୍କୁ…