ରାହୁଲଙ୍କ ଭାଲେଣ୍ଟାଇନ୍ ଡେ ସେଲିବ୍ରେଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭାଲେଣ୍ଟାଇନ୍ ଡେ ପାଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କୁ ଜଣେ ମହିଳା ଷ୍ଟେଜ୍ ଉପରେ କିସ୍ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁଳ ଭାବେ ସେୟାର ହେଉଛି ।
ଘଟଣା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଗୁଜରାଟ…