ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ୯୯ ବର୍ଷରେ ନିଧନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ ୯୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଏସମ୍ପର୍କରେ ଦି ରୟାଲ ଫ୍ୟାମିଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଫିଲିପ ହୃଦୟ ସମ୍ବନ୍ଧୀୟ ଏକ ରୋଗରେ ପୀଡ଼ିତ ଥିଲେ। ଗତ ମାସରେ ଲଣ୍ଡନର ଏକ…