ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବାର ମହତ୍ୱ; ଏହିଦିନ ଏହି ଦିବ୍ୟ ମନ୍ତ୍ର ଜପ କଲେ ଦୂର ହେବ ଜୀବନର ସମସ୍ତ…
ବୈଦିକ ଜ୍ୟୋତିଷ ଓ ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ କଳିଯୁଗ ଚିରଞ୍ଜିବି ଭଗବାନ ହନୁମାନ ଙ୍କୁ ସମର୍ପିତ ଅଟେ lସଙ୍କଟମୋଚନ ହନୁମାନ ଭୁତ , ପିଶାଚ , ଗ୍ରହ ଙ୍କ ବାଧା ବିଘ୍ନ , ରୋଗ ଶୋକ ରୁ ମୁକ୍ତି ଦେଇ ଥାଆନ୍ତି l ମାନ୍ୟତା ରହିଛି ଯେ ହନୁମାନଙ୍କ କୃପା ଯେଉଁ ଜାତକ ବ୍ୟକ୍ତି ଉପରେ ରହିଥାଏ…