Browsing Tag

Ig himansu Kumar

ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲଙ୍କ ନୀଳଗିରି ଗସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଗସ୍ତ କରିଛନ୍ତି। ପ୍ରଥମେ ନୀଳଗିରି ଥାନାର ନୂତନ ଗୃହକୁ ଉଦଘାଟନ କରିଥିଲେ। ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର, ନୀଳଗିରି ଏସଡିପିଓ ରିତେଶ କୁମାର ପଟ୍ଟନାୟକ, ନୀଳଗିରି ଆଇଆଇସି…