ଆଇଏଫଏସ୍ ସ୍ତରରେ ଅଦଳବଦଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋମବାର ରାଜ୍ୟ ସରକାର ଆଇଏଫ୍ଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଅନୁଯାୟୀ,ଶୁଶାନ୍ତ ନନ୍ଦଙ୍କୁ ପରିବେଶ ନିର୍ଦ୍ଦେଶକ ସମେତ ଅତିରିକ୍ତ ପଦବୀ ଭାବେ ସିଇଓ ଭାବେ ନିଯୁକ୍ତ…