Browsing Tag

if the attendance is low

ସିବିଏସ୍‌ଇର ନୂଆ ଗାଇଡଲାଇନ୍; ଏଣିକି ଉପସ୍ଥାନ କମ୍ ରହିଲେ ଛାତ୍ରଛାତ୍ରୀ ଦେଇ ପାରିବେନି ବୋର୍ଡ ପରୀକ୍ଷା

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୪ ରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଗାଇଡ ଲାଇନ୍ ଜାରି କରିଛି । ଛାତ୍ରଛାତ୍ରୀଙ୍କୁ ଏହି ଗାଇଡଲାଇନ୍ ବହୁତ ଭଲ ଭାବରେ ଜାଣିନେବା ଦରକାର, କାରଣ ଏହାଦ୍ୱାରା ଆଟେଣ୍ଡାଣ୍ଟ, ଷ୍ଟୁଡେଣ୍ଟଙ୍କ ଡିଟେଲ୍ସ ଓ ସବଜେକ୍ଟ ସମ୍ପର୍କିତ…