‘ଏକ୍ସଇ’ କରୋନାର ନୂଆ ପ୍ରକରଣ ଚିହ୍ନଟ
ନ୍ୟୁୟର୍କ: ସମ୍ପ୍ରତି ବ୍ରିଟେନ୍ରେ ଚିହ୍ନଟ ହୋଇଛି ନୂଆ ପ୍ରକରଣ କରୋନା ଭୂତାଣୁ ‘ଏକ୍ସଇ’। ‘ଏକ୍ସଇ’ ଓମିକ୍ରନଠାରୁ ଅଧିକ ବିପଜ୍ଜନକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ’ ଚେତାଇ ଦେଇଛି। ଏହା ଓମିକ୍ରନ୍ର ବିଏ-୧ ଓ ୨ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ହୁ କହିଛି। ଏକ୍ସଇ ବିଏ-୧ ଓ…