ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେପୁର ଉପନିର୍ବାନ ପୂର୍ବରୁ ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର । ଆଇଏଏସ ସୁରେନ୍ଦ୍ର କୁମାର ଚଳିତ ନିର୍ବାଚନ ପରେ ସିଇଓ ପଦରୁ ବିରତି ନେବାକୁ…