Browsing Tag

IAF Chetak Helicopter Makes Emergency Landing Near Prayagraj

ଭାରତୀୟ ବାୟୁସେନାର ଚେତକ ହେଲିକପ୍ଟରର ଜରୁରୀ ଅବତରଣ

ଭାରତୀୟ ବାୟୁ ସେନାର ଏକ ଚେତକ ହେଲିକପ୍ଟର ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜ ନିକଟସ୍ଥ ହୋଲାଗଡ଼ରେ ଜରୁରୀ ଅବତରଣ କରିଥିଲା। ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ଜରୁରୀ ଅବତରଣ କରିଥିଲା ବୋଲି ବାୟୁ ସେନା ପକ୍ଷରୁ କୁହାଯାଇଛି। ସେନାର ଏକ ଇଞ୍ଜିନିୟରିଂ ୟୁନିଟ ଘଟଣାସ୍ଥଳରେ ପହଞ୍ଚି…