ଦୁଇଥର ରାଜ୍ୟସଭା ଏବଂ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ମିଳିଥିଲା ଅଫର୍ ମିଳିଥିଲା, କିନ୍ତୁ ମୁଁ ଏହି ଅଫର ଗ୍ରହଣ କରିନାହିଁ
ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ପ୍ରସିଦ୍ଧ ଅଭିନେତା ନୁହଁନ୍ତି ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ ଅଟନ୍ତି । କୋଭିଡ ସମୟରେ, ଏହି ଅଭିନେତା ଜଣକ ଅଭାବୀ ଲୋକଙ୍କୁ ବହୁତ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ସେମାନଙ୍କୁ ନିଜ ନିଜ ଠିକଣାରେ ପହଞ୍ଚାଇବା ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା…