Browsing Tag

Husband surrender himself in police station after killing his wife

ସ୍ତ୍ରୀକୁ ନିର୍ମମ ହତ୍ୟା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁରାଢ଼ିରେ ସ୍ତ୍ରୀକୁ ହତ୍ୟା କରିବା ପରେ ରକ୍ତ ଭିଜା କୁରାଢ଼ି ସହ ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ । ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅରଖକୁଦ ଗ୍ରାମରେ । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅରଖକୁଦ…