ଗର୍ଭାବସ୍ଥା ସମୟରେ ମଦ୍ୟପାନ କରିବା କେତେଦୂର ଠିକ ଶିଶୁ ଉପରେ କିଭଳି ପକାଇବ ପ୍ରଭାବ ? କ’ଣ କହନ୍ତି ଶିଶୁ…
ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି । ସହରର ଚାକଚାକ୍ୟରେ ରହି ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସମୟ ଥିଲା ମଦ୍ୟପାନ କେବଳ ପୁରୁଷ ମାନେ କରୁଥିଲେ କିନ୍ତୁ ଏବେ ମଦ୍ୟପାନ ଅଧିକାଂଶ ମହିଳା ମାନେ କରୁଥିବା ଦେଖିବାକୁ ମିଳିଛି । ତେବେ ମହିଳା ମାନେ ଗର୍ଭବତୀ ଥିବା ସମୟରେ…