ଏତେ କୁକର୍ମ କରିବା ସତ୍ୱେ ମହାଭାରତର ଶକୁନି କିଭଳି ପାଇଲେ ସ୍ୱର୍ଗପ୍ରାପ୍ତି
ମହାଭାରତରେ ଶକୁନି ଙ୍କ କଥା ଆସିବା ମାତ୍ରକେ ଗୋଟିଏ କୁଟିଳ ଓ ଧୃତ ବ୍ୟକ୍ତି ର ଛବି ଆକ୍ଷି ସାମ୍ନା କୁ ଆସିଥାଏ l କିନ୍ତୁ ଶକୁନି ଙ୍କ ବିଷୟରେ ଏହା ଖୁବ କମ ଲୋକ ଜାଣି ଛନ୍ତି ଯେ ମୃତ୍ୟୁ ପରେ ସ୍ୱର୍ଗ ଲୋକ ପ୍ରାପ୍ତି ହୋଇଥିଲା l ଯେତେବେଳେ ଗାନ୍ଧାରୀ ଙ୍କ ବିବାହ ପାଇଁ ଧୃତରାଷ୍ଟ୍ର ଙ୍କ…