ରାତିରେ ଶୋଇବା ପୂର୍ବରୁ ପାଣି ସେବନ କରିବା ଶରୀର ପକ୍ଷେ କେତେ ହିତକର କିମ୍ବା କ୍ଷତିକାରକ ? ଆସନ୍ତୁ ଜାଣିବା ରାତିରେ…
ଜଳ ଶରୀରର ସବୁଠାରୁ ବଡ ଆବଶ୍ୟକତା। ସମସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍। ଯାହା ଦ୍ୱାରା ଶରୀରରେ ଜଳର ଆବଶ୍ୟକତା ପୂରଣ ହେବ ଏବଂ ଶରୀର ଡିଟକ୍ସିଫାଇ ରହିବ। ଦିନରେ ପ୍ରଚୁର ପାଣି ପିଇବା ଉଚିତ୍, କିନ୍ତୁ ରାତିରେ ଶୋଇବା ପୂର୍ବରୁ ପାଣି ପିଇବାକୁ ନେଇ ବିଭିନ୍ନ ପରାମର୍ଶ…