ହୋଟେଲ ପାର୍କିଂରେ ଲାଗିଲା ନିଆଁ, ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ
ଓଡ଼ିଶାଫାଷ୍ଟ (ବ୍ୟୁରୋ):ସମ୍ବଲପୁରର ଏକ ହୋଟେଲର ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ନିକଟସ୍ଥ ଶୁଭମ୍ ହୋଟେଲର ପାର୍କିଂ ସ୍ଥଳରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ୨ଟି ଦମକଳ…