ଆଇସିୟୁରେ ମୁଖତାର୍ ଅନସାରୀ
ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର୍ ଅନସାରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ମଧ୍ୟରାତ୍ରିରେ ରାଣୀ ଦୁର୍ଗାବତୀ ମେଡିକାଲ୍ କଲେଜର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଥି ସହିତ ପୋଲିସ ପ୍ରଶାସନ ମେଡିକାଲ କଲେଜର…