ପଢ଼ନ୍ତୁ ଆଜିର ରାଶିଫଳ
ମେଷ: କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ସନ୍ତାନ ସନ୍ତତିମାନେ ଅବାଧ୍ୟ ହେବେ। ରାଜନୀତିରେ ଅସହଯୋଗ ରହିବ। ବାଣିଜ୍ୟରେ ମନ୍ଥରତା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍।
ବୃଷ: କଠିନ ପରିଶ୍ରମ କରି ସଫଳ ହେବେ। ରାଜନୀତିରେ ଜନସେବାରେ ବ୍ରତୀହେବେ।…