ରାତିରେ ଭୟଙ୍କର ସ୍ବପ୍ନ ଡରାଉଛି କି ? କରନ୍ତୁ ଏହି ଉପାୟ
ଅନେକ ଲୋକଙ୍କୁ ରାତିରେ ଶୋଇ ପାରନ୍ତି ନାହିଁ, ତାଙ୍କୁ ସ୍ଵପ୍ନ କଲବଲ କରିଥାଏ। କାରଣ ସେମାନେ ଅଧିକାଂଶ ସମୟ ଦୁଃସ୍ୱପ୍ନ ଦେଖିଥାନ୍ତି, ଯେଉଁଥି ପାଇଁ ସେମାନଙ୍କ ନିଦ ଚୁଟ ଚୁଟ ଭାଙ୍ଗି ଯାଏ। ଯେପରିକି ଭୟଙ୍କର ସାପର ସ୍ୱପ୍ନ, ଭୂତମାନଙ୍କର ସ୍ୱପ୍ନ, କାହାର ମୃତ୍ୟୁ, ଦୁର୍ଘଟଣା ଆଦି ସ୍ବପ୍ନ…