କେଉଁ ମାସରେ ଘର ତିଆରି କଲେ ବଢି ଚାଲେ ଧନ-ସମ୍ପତି ?
ସବୁ ମଣିଷ ର ସ୍ୱପ୍ନ ଏବଂ ଇଚ୍ଛା ଥାଏ ତାହାର ନିଜର ଏକ ଘର । ଯାହାକୁ ସେ ବହୁତ ସୁନ୍ଦର ଭାବେ ଗଢିବାକୁ ଚାହିଁଥାଏ । କିନ୍ତୁ ଯଦି ଘର ଠିକ ଭାବରେ ନ ହୋଇ ପାରେ କିମ୍ବା ଘର ହେବା ପରେ ସେଠି ସୁଖ ଶାନ୍ତି ରୁହେ ନାହିଁ ।ନକରାତ୍ମକ ବାତାବରଣ ସହ ସର୍ଵଦା କଳି ଝଗଡା ଲାଗି ରହିଥାଏ ଏବଂ ପରିବାର…