ସକାଳ ୭ ରୁ ୩ ଟା ପର୍ଯ୍ୟନ୍ତ ହେବ ହୋଲି ଖେଳ
ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିଲେ ସାବଧାନ। ସକାଳ ୭ ରୁ ୩ ଟା ପର୍ଯ୍ୟନ୍ତ ହେବ ହୋଲି ଖେଳ । ଭୁବନେଶ୍ୱରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ -୬୦ । ଏଥିସହିତ ୩୧ ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ। ୧୭ ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯିବା ସହିତ ହୋଲି ପାଇଁ ନଦୀ…