ବୁଧବାରଠୁ ଆରମ୍ଭ ହେଉଛି FIH ଜୁନିୟର ପୁରୁଷ ହକି ବିଶ୍ବକପ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହେବ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ବକପ୍ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୦ଟି ହୋଟେଲରେ ରହିଥିବା ୧୬ଟି ଟିମ୍ ର ଖେଳାଳିଙ୍କୁ ଦିଆଯିବ ସୁରକ୍ଷା ।…