Browsing Tag

Hockey Stadium decorated for World Cup; The general public can also enjoy it

ବିଶ୍ୱକପ ପାଇଁ ସଜେଇ ହୋଇଛି ହକି ଷ୍ଟାଡିୟମ; ସାଧାରଣ ଜନତା ବି ଏହାର ଉଠାଇପାରିବେ ମଜା, ମିଳିଲା ଅନୁମତି

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ୍ । ତେଣୁ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ସଫଳତାର ସହ ସମାପନ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶର ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସେଥିପାଇଁ ଦୁଇ ସହର ରାଜଧାନୀ…