ଆସନ୍ତାକାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଅଲମ୍ପିକ୍ ହକି ହିରୋ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନରେ ଜଲଓ୍ୱା ପରେ ଓଡ଼ିଶା ଆସୁଛନ୍ତି ଭାରତୀୟ ହକି ଟିମ୍। ଆସନ୍ତାକାଲି ୧୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ମହିଳା ଓ ପୁରୁଷ ହକି ଟିମ୍ର ଖେଳାଳି। ସେମାନଙ୍କୁ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ସମ୍ବର୍ଦ୍ଧିତ କରିବେ। ଖେଳାଳିଙ୍କ ସ୍ୱାଗତ ପାଇଁ…