ବାରମ୍ବାର ପିଉଛନ୍ତି କି ଗରମ ପାଣି, ପଡିପାରେ ଏହି ପ୍ରଭାବ
ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଞ୍ଚାଇପାରେ। ଓଜନ ହ୍ରାସ ଏବଂ ମେଟାବୋଲିଜିମ୍ ସଠିକ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଜରୁରୀ ଅଟେ, କିନ୍ତୁ ଆପଣ ଏହା କରିବା ପାଇଁ ମଧ୍ୟ ସଠିକ୍ ଉପାୟ ଜାଣିବା…