ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ
ଭୁବନେଶ୍ୱର : ମଡେଲ୍ ସୌମ୍ୟରଞ୍ଜନ ମହାପାତ୍ର ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ବିରୋଧରେ ଇନ୍ଫୋସିଟି ଥାନା ପୁଲିସ ଆଇପିସି ଧାରା ୩୦୬ ଏବଂ ୩୪ରେ ମାମଲା ରୁଜୁ କରିଛି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା…