ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; ରେଳ ଲାଇନ୍ ପାର ହେଲାବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମିଳିବନି କ୍ଷତିପୂରଣ
ରେଳ ଲାଇନ୍ ଉପରକୁ ଅନଧିକୃତ ଭାବେ ଯିବା ସମୟରେ ଯଦି କାହାର ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବ ନାହିଁ । ଏଭଳି ଏକ ଦୁର୍ଘଟଣାଜନିତ ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ୧୧ଟି ମାମଲାକୁ ହାଇକୋର୍ଟ ଖାରଜ କରି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।…