Browsing Tag

High court bar association divided in to two groups

ଦୁଇ ଭାଗ ହେଲା ହାଇକୋର୍ଟ ବାର ଆସୋସିଏସନ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨ମାସ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ବିଜେଡି ଲିଗାଲ ସେଲ୍ କାଲି ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହା ଫଳରେ ହାଇକୋର୍ଟ ବାର ଆସୋସିଏସନ ଦୁଇ ଭାଗ ହୋଇଯାଇଛି । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗଦେବାକୁ…