ଓଡ଼ିଶା ମୋ ପରିବାର ସହାୟତା: ଦୁବାଇରୁ ଫେରିଲା ପାର୍ଥିବ ଶରୀର
ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ସହାୟତାରେ ଦୁବାଇରୁ ଓଡ଼ିଶା ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର । ଏଥି ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଶେଷକୃତ୍ୟରେ ସମସ୍ତ ସହଯୋଗ କରାଯାଇଥିବା ଜଣାପଡ଼ଛି । କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ଅନ୍ତର୍ଗତ ଗରାପୁର ଅଞ୍ଚଳର…