ସିକ୍କିମ ବନ୍ୟାରେ ଭାସିଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଉଦ୍ଧାର ହେଲା ମୃତଦେହ
ଲିଭିଗଲା ନବବିବାହିତା ପତ୍ନୀଙ୍କ ମଥାର ସିନ୍ଦୁର । ଫିକା ପଡିଗଲା କାନ୍ଥରେ ଲେଖା ଶୁଭ ବିବାହ । ଏପଟେ ଖାଲି ଖୋଲିଗଲା ଗୋଟେ ମା କୋଳ । ତା କୁଳନନ୍ଦନ ସବୁ ଦିନ ପାଇଁ ତାକୁ ଛାଡି ଚାଲିଯାଇଛି । ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ବାପା । ପରିବାର ସହ ଗ୍ରାମବାସୀ ସଭିଏଁ ଆଶା…