ଦୁଇଶହ ମିଟର ଧସିଗଲା ହରିଦାଶପୁର- ପାରାଦୀପ ରେଳରାସ୍ତା
ଓଡିଶା ଫାଷ୍ଟ( ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଦୁଇପଟକୁ ଦୁଇଶହ ମିଟର ଧସିଯାଇଛି। ଫଳରେ 3 ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ଘର ଉପରକୁ ମାଟି ମାଡି ଆସିଛି। ଏଥିସହ ସେମାନଙ୍କର ପକ୍କା…